CHARIDHAM
Browsing Tag

iran

ସକାଳୁ ସକାଳୁ ଭାରତ ସମେତ ଥରି ଉଠିଲା ଏହି ୩ ଦେଶ

ନୂଆଦିଲ୍ଲୀ: ଭୂମିକମ୍ପ ଝଟକାରେ ପୁଣିଥରେ ଥରି ଉଠିଲା ପୃଥିବୀ।  ସକାଳୁ ସକାଳୁ ଭାରତ ସମେତ ତାଜିକିସ୍ତାନ ଓ ଇରାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।  ରାତି ୧୨ଟାରୁ ସକାଳ ୫ଟା ମଧ୍ୟରେ ଭୂକମ୍ପ ଯୋଗୁଁ ୩ଟି ଦେଶରେ…

ପରମାଣୁ ନୀତିରେ ଏହି ବଡ଼ ପରିବର୍ତ୍ତନ କଲା ଇରାନ, ସଂସଦରୁ ମିଳିଲା ସଙ୍କେତ

ତେହେରାନ,୨୫ା୬: ସମ୍ପ୍ରତି ଇସ୍ରାଏଲ-ଆମେରିକା ଆକ୍ରମଣ ପରେ ଇରାନର ସଂସଦ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (IAEA) ସହିତ ସହଯୋଗକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। IAEA ତଦାରଖ ବିନା, ଇରାନ ପରମାଣୁ ଅସ୍ତ୍ର…

ଇସ୍ରାଏଲ ସହ ଯୁଦ୍ଧବିରତି ପରେ, ଆକ୍ସନ ମୋଡ଼ରେ ଇରାନ, ଗୁପ୍ତଚରଙ୍କୁ ଫାଶୀ ଦଣ୍ଡ

ତେହେରାନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ୧୨ ଦିନିଆ ଯୁଦ୍ଦ ପରେ ଏବେ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଏହି ସମୟରେ ଇରାନ-ଇସ୍ରାଏଲ ପାଇଁ ଗୁପ୍ତଚର କରୁଥିବା ଲୋକଙ୍କୁ ଖୋଜି ଖୋଜି ଦଣ୍ଡ ଦେବା ଆରମ୍ଭ କରିଛି। ଏହି…

ଇରାନ କେବେ ଆତ୍ମସମର୍ପଣ କରିବ ନାହିଁ: ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାକୁ ମିଛ ବୋଲି କହି ପ୍ରତ୍ୟାଖ୍ୟାନ କଲେ ଖାମେନେଇ

ତେହେରାନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଇସ୍ରାଏଲ ଓ ଇରାନ ମଧ୍ୟରେ “ସମ୍ପୂର୍ଣ୍ଣ ଯୁଦ୍ଧବିରତି” ଘୋଷଣାକୁ ଇରାନ କଡ଼ା ଭାବେ ପ୍ରତ୍ୟାଖ୍ୟାନ କରିଛି। ତେହେରାନ ଏହି ଦାବିକୁ ମିଛ ଓ ରାଜନୈତିକ…

ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦିନିଆ ଯୁଦ୍ଧ ସମାପ୍ତ: ଟ୍ରମ୍ପଙ୍କ ଘୋଷଣା

ୱାଶିଂଟନ୍‌: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ୧୨ ଦିନିଆ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଉଭୟ ଦେଶ ଏକ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା…

ଇସ୍ରାଏଲର ଇରାନ ଉପରେ ବଡ଼ ଧରଣର ଆକ୍ରମଣ: ୬ଟି ସାମରିକ ବିମାନବନ୍ଦର ଧ୍ୱଂସ, ୧୫ଟି ଲଢ଼ୁଆ ବିମାନ, ହେଲିକପ୍ଟର ନଷ୍ଟ

ତେହେରାନ/ଜେରୁଜାଲେମ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏକ ନୂଆ ମୋଡ଼ ନେଇଛି। ଇସ୍ରାଏଲୀ ବାୟୁସେନା (IAF) ଇରାନର ୬ଟି ପ୍ରମୁଖ ସାମରିକ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ କରିଛି, ଯେଉଁଥିରେ ୧୫ଟି…

ଇରାନରେ ଶାସନ ପରିବର୍ତ୍ତନ ପ୍ରଶ୍ନ ଉଠାଇଲେ ଟ୍ରମ୍ପ, ପରମାଣୁ ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନର ପ୍ରତିଶ୍ରୁତି

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଜଡ଼ିତ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ପଚାରିଛନ୍ତି, “ଇରାନରେ ଶାସନ ପରିବର୍ତ୍ତନ କାହିଁକି ହେବ ନାହିଁ?” ଏହା ସହିତ…

ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକା ସାହାସରେ ଇସ୍ରାଏଲ ବଳିୟାନ

ଇରାନ: ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ। ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଇରାନ ଉପରେ ଆକ୍ରମଣ କରିଥିବା ବେଳେ, ଯୁଦ୍ଧରୁ ବିରତ ରହିବା ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛି ଇରାନ। ଯାହାର ଶିକାର…

ଇରାନ-ଇସ୍ରାଏଲ ଯୁଦ୍ଧ ସ୍ଥିତି ଭିତରେ ଇରାନରେ ଭୟଙ୍କର ଭୂମିକମ୍ପ !

ଇରାନ: ଇରାନ-ଇଜ୍ରାଏଲ ଯୁଦ୍ଧ ଭିତରେ ଭୂକମ୍ପ ଝଟକା। ଭୂମିକମ୍ପରେ ଥରିଲା ଇରାନ। ଇରାନର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ତେବେ ଇରାନ ଏବେ ଆକ୍ରମଣାତ୍ମକ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି।…

ଆମେରିକାର ଇରାନ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ: କଣ୍ଟ୍ରୋଲ ରୁମରେ ବସି ଉଚ୍ଚ ଅଧିକାରୀଙ୍କ ସହ ସବୁ ଦେଖୁଥିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ଇରାନର ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ପରମାଣୁ କେନ୍ଦ୍ର ଉପରେ B-2 ଷ୍ଟେଲ୍ଥ ବୋମାରୁ ଦ୍ୱାରା GBU-57 ବଙ୍କର-ବଷ୍ଟର ବୋମା ଏବଂ ନୌସେନା ସବମାରାଇନରୁ ୩୦ଟି ଟୋମାହକ କ୍ରୁଜ ମିସାଇଲ ନିକ୍ଷେପ…