Breaking: ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ, ରାଉରକେଲାରେ ଲଜ୍ଜା !
ରାଉରକେଲା: ପୁଣି ସାମ୍ନାକୁ ଆସିଲା ଆଉ ଏକ ଦୁଷ୍କର୍ମ ଘଟଣା। ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ। ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକ। ବସ୍ ହେଲପର ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ…