CHARIDHAM
Browsing Tag

kill

ପ୍ରଥମେ ହତ୍ୟା କଲେ, ପରେ ପଥରରେ ହାତ ଗୋଡ଼ ବାନ୍ଧି ଡ୍ୟାମକୁ ଫିଙ୍ଗିଦେଲେ

ଗଜପତି: ଡ୍ୟାମରୁ ମିଳିଲା ଯୁବକଙ୍କ ମୃତଦେହ। ହାତ ଗୋଡ଼ ବନ୍ଧା ହୋଇଛି ଏବଂ ପଥର ଝୁଲୁଛି। ଆଉ ପାଣି ଭିତରେ ପଡିଛି ଯୁବକଙ୍କ ଶବ। ପ୍ରଥମେ ଯୁବକଙ୍କୁ ହତ୍ୟା କରିବା ପରେ ପଥରରେ ହାତ ଗୋଡ଼ ବାନ୍ଧି ଡ୍ୟାମ ଭିତରକୁ ଫୋପାଡି…

ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକା ସାହାସରେ ଇସ୍ରାଏଲ ବଳିୟାନ

ଇରାନ: ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ। ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଇରାନ ଉପରେ ଆକ୍ରମଣ କରିଥିବା ବେଳେ, ଯୁଦ୍ଧରୁ ବିରତ ରହିବା ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛି ଇରାନ। ଯାହାର ଶିକାର…

ରାଜଧାନୀରେ ଚାଞ୍ଚଲ୍ୟ, ବୁଲେଇବାକୁ ନେଇ ହୋଟେଲରେ ସ୍ତ୍ରୀର ତଣ୍ଟି କାଟି ଚାଲିଗଲା ସ୍ୱାମୀ

ନୂଆଦିଲ୍ଲୀ: ରାଜଧାନୀରେ ଚାଞ୍ଚଲ୍ୟ। ହୋଟେଲରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଯାଇ ପୋଲିସ ପାଖରେ ସରେଣ୍ଡର କରିଛି ଅଭିଯୁକ୍ତ ସ୍ୱାମୀ। ହେଲେ ସବୁଠାରୁ ବଡ଼ କଥା ହେଉଛି କି ହୋଟେଲରେ ହତ୍ୟା ହୋଇଛି…

ବିବାହ ପାଇଁ ବେଙ୍ଗାଲୁରରୁ ଗୋଆରେ ପହଞ୍ଚିଲେ ପ୍ରେମୀଯୁଗଳ, ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲା ପ୍ରେମିକ

ବେଙ୍ଗାଲୁରୁ: ଚାଲ ଆମେ ବାହା ହୋଇଯିବା। ପ୍ରମିକର ପ୍ରତିଶୃତିକୁ ସତ ବୋଲି ଭାବି ପ୍ରେମିକା ନିଜ ଘର ଦ୍ୱାର ଛାଡ଼ି ବୟଫ୍ରେଣ୍ଡ ସାଙ୍ଗରେ ବେଙ୍ଗାଲୁରରୁ ଗୋଆ ଚାଲିଆସିଲା। ଆଖିରେ ଆଖିଏ ସ୍ୱପ୍ନ। ହେଲେ ସେ କ'ଣ ଜାଣିଥିଲା…

କେଦାରନାଥ ଯାତ୍ରା ବେଳେ ଅଘଟଣ, ଘାଇରେ ପଡ଼ି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୩ ଗୁରୁତର

ଉତ୍ତରାଖଣ୍ଡ: କେଦାରନାଥ ଯାତ୍ରା ପାଲଟିଲା ଶେଷ ଯାତ୍ରା। ମହାଦେବଙ୍କ ଦର୍ଶନ ପାଇଁ ଯିବାବେଳେ ଘଟିଲା ବଡ଼ ଅଘଟଣ। ଘାଇକୁ ଖସି ପଡ଼ିଲେ ତାର୍ଥଯାତ୍ରୀ। ତେଣୁ ୨ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି।…

ନାସିକରେ ବି ସୋନମ, ସ୍ୱାମୀକୁ ହାଣି ଗାତ ଖୋଳି ପୋତିଦେଲା ସ୍ତ୍ରୀ, ପୋଲିସ ବି ପାଇଲାନି ଟେର୍

ମହାରାଷ୍ଟ୍ର: ଯେବେଠାରୁ ମେରଠରେ ସ୍ୱାମୀକୁ ଡ୍ରମରେ ଭର୍ତ୍ତି କରି ଫିଙ୍ଗି ଦେବା ଏବଂ ସିଲଂରେ ରାଜା ରଘୁବଂଶୀଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି... ସେବେଠାରୁ ସାରା ଦେଶରେ ପ୍ରଶ୍ନ ଉଠୁଛି କି ଦେଶରେ ଏମିତି କେତେ…

ରାଜା ରଘୁବଂଶୀଙ୍କୁ ହତ୍ୟା ନୁହେଁ ବଳି ଦେଇଛି ସୋନମ, ସାମ୍ନାକୁ ଆସିଲା ସାଂଘାତିକ ସତ

ଶିଲଂ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। କି ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା ନୁହେଁ ବରଂ ବଳି ଦେଇଛି। ସେ ତାଙ୍କ ୬୦ ବର୍ଷୀୟ ବାପାଙ୍କୁ ବଞ୍ଚାଇବା ପାଇଁ ଜଣେ ୩୦ ବର୍ଷୀୟ…

ପୋଲିସ-ନକ୍ସଲ ମଧ୍ୟରେ ଏନକାଉଣ୍ଟର, ୩ ମହିଳାଙ୍କ ସମେତ ୪ ମାଓବାଦୀ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ବାଲାଘାଟରେ ଏନକାଉଣ୍ଟର। ଛତିଶଗଡ଼ରେ ନକ୍ସଲ ବିରୋଧରେ ବଡ଼ ଅପରେସନ ପରେ ଏବେ ମଧ୍ୟପ୍ରଦେଶରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆଜି ବାଲାଘାଟରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏକ ବଡ଼…

ପହିଲି ରଜରେ ବାପାକୁ ଅତି ନୃଶଂସ ଭାବରେ ପିଟିପିଟି ବିଭତ୍ସ ହତ୍ୟା କରିଛି ବଡ଼ପୁଅ

ବାରିପଦା: ପହିଲି ରଜରେ ବିଭତ୍ସ ହତ୍ୟାକାଣ୍ଡ। ସବୁଠି ଖୁସିର ଲହରୀ ଖେଳିଯାଇଥିବା ବେଳେ, ସମସ୍ତେ ରଜ ପୋଡ଼ପିଠା ଆଉ ପାନ ଖାଇ ମଉଜ କରୁଥିବା ବେଳେ, ବାରିପଦାରେ ଘଟିଛି ହତ୍ୟାକାଣ୍ଡ। ତାହା ପୁଣି ଜଣେ ପୁଅ ତାର…

ନୃଶଂସ ପୁଅ, ପ୍ରଥମେ ମା’କୁ ଛୁରୀରେ ଖଣ୍ଡ ଖଣ୍ଡ କଲା, ପରେ କଡ଼େଇରେ ଲଙ୍କା, ଲୁଣ, ମସଲା ଦେଇ ମା’ର ମାଂସ ଖାଇଲା

ମହାରାଷ୍ଟ୍ର: ୨୮ ଅଗଷ୍ଟ ୨୦୧୭ ଥିଲା ମହାରାଷ୍ଟ୍ରର କୋଲହାପୁରରେ ଗଣପତି ପୂଜାର ତୃତୀୟ ଦିନ। ଅପରାହ୍ନ ପ୍ରାୟ ୨:୩୦ ସମୟରେ, ଶାହୁପୁରୀ ପୋଲିସ ଷ୍ଟେସନରେ ଫୋନ୍ ବାଜିଲା। ହେଡ୍ କନଷ୍ଟେବଳ ତାନାଜୀ ରାମଚନ୍ଦ୍ର…