CHARIDHAM
Browsing Tag

kill

ନୂଆ ମୋବାଇଲ କିଣି ନ ଦେବାରୁ, ବାପାକୁ ନିର୍ମମ ଭାବେ ହତ୍ୟା କଲେ ସ୍ତ୍ରୀ-ଝିଅ

ଉତ୍ତରପ୍ରଦେଶ: ସୋମବାର ଦିନ, ସଙ୍ଗମ ସହରର ସିଟି ଜୋନ୍‌ର ଏୟାରପୋର୍ଟ ଥାନା ଅଞ୍ଚଳର ଫୁଲୱା ଗାଁରେ ୫୨ ବର୍ଷୀୟ ଛୈଲା ବାବୁ ଯାଦବଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…

ବାପାକୁ ଅପହରଣ କରି ପିଟିପିଟି ମାରିଦେଲେ ୨ ପୁଅ

ଉତ୍ତରପ୍ରଦେଶ: ରାକ୍ଷସ ପୁଅ। ଯେଉଁ ବାପା ଜନ୍ମ କରି ଛୋଟ ବେଳି ପୋଷି ବଡ଼ କଲା। ବଡ଼ ହେବା ପରେ ସେହି ପୁଅ ବାପାକୁ ପ୍ରଥମେ ଅପହରଣ କଲେ। ଆଉ ସାଙ୍ଗ ସହ ମିଶି ବାପାକୁ ପିଟିପିଟି ମାରିଦେଲେ। ଆଉ ହତ୍ୟାର କାରଣ ଜାଣିଲେ…

କଥା ନ ହେବାରୁ ଦ୍ୱାଦଶ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କଲା ସହପାଠୀ ଛାତ୍ରୀ

ମଧ୍ୟପ୍ରଦେଶ: ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି। ଠିକ୍ ଯେମିତି ଏବେକାର ଚର୍ଚ୍ଚିତ ଘଟଣା। ଦେଖୁନାହାନ୍ତି ସାମାନ୍ୟ କଥା ବାର୍ତ୍ତା ବନ୍ଦ କରିବାରୁ, ଅର୍ଥାତ୍ କଥା ନ ହେବାରୁ ଜଣେ…

କ୍ରିକେଟ୍ ଖେଳରେ ଗଣ୍ଡଗୋଳ, ପିଟିପିଟି ମାରିଦେଲେ ୨୫ ଜଣ

କର୍ଣ୍ଣାଟକର ମାଙ୍ଗାଲୁରୁରେ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ବିବାଦରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେହି ବ୍ୟକ୍ତିଙ୍କୁ 25 ରୁ ଅଧିକ ଲୋକଙ୍କ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ।

ପହଲଗାମ୍ ଆତଙ୍କୀ ଆକ୍ରମଣ, ବାୟୁସେନା ଯବାନ ସହିଦ୍

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା, କେବଳ ଭାରତୀୟ ନୌସେନା ଅଧିକାରୀ ବିନୟ ନରୱାଲ ନୁହେଁ ଏହି ହମଲାରେ ମଧ୍ୟ ଭାରତୀୟ ବାୟୁ ସେନାର ଜଣେ ଅଧିକାରୀ ପ୍ରାଣ ହରାଇ ସହିଦ୍ ହୋଇଛନ୍ତି। ପହଲଗାମ ଆତଙ୍କବାଦୀ…

ନୃଶଂସ ପ୍ରେମିକ, ଗର୍ଭବତୀ ପ୍ରେମିକାକୁ ପଥରରେ ଛେଚି ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା

ମାଲକାନଗିରି: ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ କଙ୍କାଳ। ଏବେ ସାମ୍ନାକୁ ଆସିଲା ହତ୍ୟାକାଣ୍ଡର କାରଣ। କାରଣ ଥିଲା ଯୁବତୀ ଜଣକ ଗର୍ଭବତୀ ଥିଲେ। ଆଉ ଗର୍ଭପାତ ନ କରିବାରୁ ଯୁବତୀଙ୍କୁ ହତ୍ୟା କରିଥିଲା ତାଙ୍କ ପ୍ରେମିକ।…

ଢ଼େଙ୍କାନାଳରେ ଚାଞ୍ଚଲ୍ୟ, ଯୁବକଙ୍କୁ ଗୁଳି କଲେ, ସ୍ତ୍ରୀ ଆଗରେ ପଥରରେ ଛେଚି ଛେଚି ମାରିଦେଲେ

ଢ଼େଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପ୍ରଥମେ ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇବା ଫଳରେ ଯୁବକଙ୍କ ଗୋଡ଼ରେ ଗୁଳି ବାଜିଥିଲା।…

ସ୍ୱାମୀ ପେଟରେ ୩୬ ଥର ଭଙ୍ଗା ମଦ ବୋତଲ ଭୁସିଲା ନାବାଳିକା ସ୍ତ୍ରୀ, ଭିଡ଼ିଓ କଲ କରି ପ୍ରେମିକକୁ ଶବ ଦେଖାଇଲା

ମଧ୍ୟପ୍ରଦେଶ: ୧୭ ବର୍ଷର ନାବାଳିକା ଝିଅ। ମାତ୍ର ୪ ମାସ ତଳେ ୨୫ ବର୍ଷୀୟ ଗୋଲ୍ଡେନ ପାଣ୍ଡେ ଓରଫ୍ ରାହୁଲଙ୍କ ସହ ଝିଅର ବାହାଘର କରିଥିଲେ ପରିବାର ଲୋକେ। ହେଲେ ଝିଅ ଉବୁଟୁବୁ ଥିଲା ଯୁବରାଜ ପ୍ରେମରେ। ତେଣୁ ସ୍ୱାମୀଙ୍କୁ…

Breaking: ସାଙ୍ଗକୁ ଟେଷ୍ଟରରେ ମାରି ହତ୍ୟା କଲା ସାଙ୍ଗ

ରାଉରକେଲା: ସାଙ୍ଗକୁ ହତ୍ୟା କଲା ସାଙ୍ଗ। ସେ ପୁଣି ଟେଷ୍ଟର ଭୁସି। ହଁ ସାମାନ୍ୟ ଟେଷ୍ଟର ଜଣେ ନିରିହ ଯୁବକର ଜୀବନ ନେଇଯାଇଛି। ସାଙ୍ଗର ଟେଷ୍ଟର ପ୍ରହାର ଏତେ ଭୟଙ୍କର ଥିଲା ଯେ ନିଜ ଜୀବନ ବଞ୍ଚାଇପାରିନି ସାଙ୍ଗ। ହଁ…

ଯେଉଁ ହାତରେ ରାକ୍ଷୀ ବାନ୍ଧୁଥିଲା, ସେହି ହାତରେ ଭଉଣୀକୁ ହାତୁଡ଼ିରେ ପିଟିପିଟି ମାରିଦେଲା ଭାଇ,

ବିହାର: ନିଜ ଭଉଣୀକୁ ହାତୁଡିରେ ପିଟିପିଟି ମାରିଦେଲା ଭାଇ। କେବଳ ଭଉଣୀ ନୁହେଁ ଭଉଣୀ ସହ ଥିବା ତାଙ୍କ ପ୍ରେମିକକୁ ବି ହାତୁଡିରେ ଅତି ନିର୍ମମ ଭାବରେ ପିଟିପିଟି ମାରିଦେଇଛି ଅଭିଯୁକ୍ତ ଭାଇ। ଆଉ ଏହି ଘଟଣା ସାମ୍ନାକୁ…