‘ମଣିଷମାନେ ଏତେ ନିଷ୍ଠୁର?’ ଛାଡ଼ଖାଇରେ କାନ୍ଦୁଛନ୍ତି ଚିକେନ୍ ଆଉ ମଟନ୍, ଝରିଯାଉଛି ଲୁହ, ହେଲେ ବୁଝିବାକୁ କେହି ନାହିଁ….
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସର ଶେଷ ପାଞ୍ଚ ଦିନ କାର୍ତ୍ତିକ ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପଞ୍ଚୁକ ଭାବେ ପାଳନ କରାଯାଇଥାଏ । ଅନେକ ଲୋକ କାର୍ତ୍ତିକ…