ମଦ୍ୟପଙ୍କ ସହିତ ବଚସା ପରେ ବିଧାୟକଙ୍କୁ ଗୁଳି ମାଡ଼, ରାତ୍ରୀ ଭୋଜନ ପରେ ସ୍ତ୍ରୀ ସହିତ ବାହାରିଥିଲେ ଓ୍ବାକିଂ
ନୂଆଦିଲ୍ଲୀ: ମରୁମରୁ ବଞ୍ଚିଗଲେ ବିଜେପି ବିଧାୟକ । ଉତ୍ତରପ୍ରଦେଶରେ ଜଣେ ବିଜେପି ବିଧାୟକଙ୍କ ଉପରକୁ ଗୁଳିମାଡ଼ ହୋଇଛି ଏବଂ ବିଧାୟକଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଉକ୍ତ ବିଧାୟକଙ୍କ ନାମ ସୌରଭ ସିଂ ହୋଇଥିବା ବେଳେ…