(Video):ଶୌଚାଳୟକୁ ବି ଛାଡ଼ିଲେନି, ସାଇଡ୍ ବିଜନେସ୍ ପାଇଁ ବିକ୍ରି ହେଉଛି ଚିପ୍ସ୍-କୁରକୁରେ, ଲୋକେ ଦେଖି ଆଶ୍ଚର୍ଯ୍ୟ
ପାଟନା: ମହିଳାଙ୍କ ସୁବିଧା ନିମନ୍ତେ ଜନସାଧାରଣ ସ୍ଥାନରେ ସରକାର ପିଙ୍କ୍ ଟଏଲେଟର ସୁବିଧା କରିଛନ୍ତି । କିନ୍ତୁ ଏହାର ଦୁରୁପଯୋଗ କରାଯାଉଥିବା ଦେଖିବାକୁ ମିଳିଛି ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…