ଥିଏଟରରେ ଥରହର କରୁଛି ରାମ ଚରଣଙ୍କ ଗେମ୍ ଚେଞ୍ଜର: ଦେଖିବା ପୂର୍ବରୁ ପଢନ୍ତୁ ଏହି ରିଭ୍ୟୁ
ମୁମ୍ୱାଇ: ତେଲୁଗୁ ସିନେମାସୁପରଷ୍ଟାର ରାମ ଚରଣ ଏବଂ ନିର୍ଦ୍ଦେଶକ ଶଙ୍କରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଗେମ୍ ଚେଞ୍ଜର ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।
ଏହି ଫିଲ୍ମକୁ ଦୀର୍ଘ ଦିନ ଧରି ଅପେକ୍ଷା କରାଯାଇଥିଲା…