CHARIDHAM
Browsing Tag

wife

ଅବୈଧ ସମ୍ପର୍କ; ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଦୃଶ୍ୟମ୍ ଫିଲ୍ମ ଦେଖି କରିଥିଲେ ଷଡ଼ଯନ୍ତ୍ର

ହରିୟାଣା: ପ୍ରେମ କଲା ବାଇଆ। ପଡ଼ୋଶୀ ବନ୍ଧୁ ନେଇଗଲା ବନ୍ଧୁର ଜୀବନ। ଫିଲ୍ମ ଦେଖି ଭିଲିୟାନ ସାଜିଥିଲେ ସ୍ତ୍ରୀ। ହରିୟାଣାର ଗୁରୁଗ୍ରାମରୁ ଏକ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ ପଡ଼ୋଶୀ…

ସ୍ତ୍ରୀର ଜ୍ୱାଳା ସହିପାରିଲାନି ସ୍ୱାମୀ, ଛାଡ଼ପତ୍ର ପାଇଁ ମାଗୁଥିଲା ୨୦ ଲକ୍ଷ, ଜୀବନ ଦେଇଦେଲା ସ୍ୱାମୀ

ଉତ୍ତରପ୍ରଦେଶ: ସ୍ତ୍ରୀ କଲା ହଇରାଣ, ଜୀବନ ଦେଇଦେଲା ସ୍ୱାମୀ। ଉତ୍ତରପ୍ରଦେଶ ବୁଲନ୍ଦସହରରେ ସ୍ତ୍ରୀ ଠାରୁ ହଇରାଣ ହୋଇ ଆତ୍ମହତ୍ୟା କଲା ସ୍ୱାମୀ। ମୃତକ ଅଙ୍କିତ ଗୋଏଲ ଡିପ୍ଟିଗଞ୍ଜର ବାସିନ୍ଦା। ବୁଲେନ୍ଦସହରର…

ସ୍ୱାମୀ-ସ୍ତ୍ରୀ କଥା ହେବା ସହିପାରିଲାନି ଲିଭ୍-ଇନ୍ ପାର୍ଟନର, ମାରିଦେଲା

ହରିୟାଣା: ଘରେ ସ୍ତ୍ରୀ-ଛୁଆଙ୍କୁ ଛାଡ଼ି ବାହାରେ ଅନ୍ୟ ମହିଳା ସହ ଲିଭ୍-ଇନ୍ ରେ ରହିବା ଯୁବକଙ୍କୁ ପଡିଲା ଭାରି। ସ୍ତ୍ରୀ ସହ ଫୋନରେ ସବୁବେଳେ କଥା ହେବାକୁ ହଜମ କରିପାରୁନଥିଲେ ଲିଭ୍-ଇନ୍-ପାର୍ଟନର। ଶେଷରେ ତାଙ୍କ ଜୀବନ…

ଜଣେ କନିଆଁକୁ ୮ ବର, ଚତୁର୍ଥୀ ରାତି ପରେ ବଦଳାଇ ଦେଉଥିଲା ସ୍ୱାମୀ

ମହାରାଷ୍ଟ୍ର: ଅଜବ ସ୍ତ୍ରୀ। ଜଣକ ପରେ ଜଣେ ସ୍ୱାମୀକୁ ବିବାହ କରୁଥିଲା। ଆଉ ଚତୁର୍ଥୀ ରାତି ପରେ ଛାଡ଼ି ଦେଉଥିଲା।  ଏହାରି ଭିତରେ ମହିଳା ଜଣକ ପାଖାପାଖି ୮ ଜଣଙ୍କୁ ବିବାହ କରିସାରିଲେଣି। ଆଉ ନବମ ସ୍ୱାମୀ ଖୋଜୁଥିବା…

କିଲର୍ ସ୍ୱାମୀ, ଗୋଟେ ପରେ ଗୋଟେ ବାହା ହେଉଥିଲା, ସୋଉକ୍ ପୂରା ହେବା ପରେ ମାରିଦେଉଥିଲା!

ବିହାର: କିଲର ସ୍ୱାମୀ। ସୋଉକ୍ ପ୍ରବଳ। ଜଣକ ପରେ ଜଣେ ଝିଅକୁ ବିବାହ କରୁଥିଲା।  ଆଉ ତା ଠାରୁ ମନ ଭରି ଗଲା ପରେ ତାକୁ ମର୍ଡର କରି ଆଉ ଜଣକୁ ବିବାହ କରୁଥିଲା। ସ୍ୱାମୀର ଏପରି ନାରକୀୟ କାଣ୍ଡ ସମ୍ପର୍କରେ କେହି କିଛି…

ନିର୍ଲ୍ଲଜ ମା’; ଅବୈଧ ସମ୍ପର୍କ କଲା ବାଇଆ, ସ୍ୱାମୀ, ଚାରି ଛୁଆଙ୍କୁ ଛାଡ଼ି ପ୍ରେମିକ ସହ ଫେରାର, ବିଷ ଖାଇଦେଲା ସ୍ୱାମୀ

ଉତ୍ତରପ୍ରଦେଶ: ସ୍ତ୍ରୀ ଚାଲିଗଲା ପ୍ରେମିକ ସାଙ୍ଗରେ ସ୍ୱାମୀ ଖାଇଦେଲା ବିଷ। ୪ ଛୁଆ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ସ୍ତ୍ରୀ ଫେରାର। ସ୍ୱାମୀ ଫୋନ କରିବାରୁ ତମେ ବିଷ ଖାଇଦିଅ କହି କାଟିଦେଲେ ଫୋନ୍‌। ଲୋକଲଜ୍ଜା…

ସମ୍ପର୍କରେ ଲଜ୍ଜା, ସ୍ୱାମୀ ଅନୁପସ୍ଥିିତିରେ ଚାଲିଥିଲା ରାସଲୀଳା, ୧୯ ବର୍ଷ ସାନ ଦିଅର ସହ ଭାଉଜ ଫେରାର

ବିହାର: ପ୍ରେମ ଏକ ଭାବନା। ଏହା ମୁହଁ ଦେଖେ ନାହିଁ କି ବୟସ ଦେଖେ ନାହିଁ। କିନ୍ତୁ ଅନେକ ଲୋକ ପ୍ରେମ ଶବ୍ଦକୁ ବଦନାମ କରନ୍ତି। ବିହାରର ମୁଜାଫରପୁରରେ ମଧ୍ୟ ଏପରି ଏକ ଘଟଣା ଘଟିଛି। ଏଠାରେ ରହୁଥିବା ଦୁଇଟି ସନ୍ତାନର…

ସ୍ତ୍ରୀର ଜ୍ୱାଳା ହେଲା ଅସହ୍ୟ, ସହିପାରିଲାନି ସ୍ୱାମୀ… ଖାଇଦେଲା ବିଷ

ବିହାର: ସ୍ତ୍ରୀର ନିର୍ଯାତନା ହେଲା ଅସହ୍ୟ। ଆତ୍ମହତ୍ୟା କରିବାକୁ ଉଦ୍ୟମ କଲା ସ୍ୱାମୀ। ଏହି ଘଟଣା ବିହାରର ଲଖିସରାଏ ଜିଲ୍ଲାର କବେୟା ଥାନା ଅଞ୍ଚଳର। ବୁଧବାର ଦିନ ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା…

ଚାଣକ୍ୟ ନୀତିରୁ ଜାଣନ୍ତୁ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କେତେ ରହିବା ଉଚିତ୍

ଓଡ଼ିଶାଭାସ୍କର: ବାହାଘର ପ୍ରସ୍ତାବ ପଡିଲେ ପ୍ରଥମେ ପୁଅ-ଝିଅଙ୍କ ବୟସ ବୁଝାଯାଏ। ଝିଅ ପୁଅ ଠାରୁ କେତେ ବର୍ଷ ସାନ ସେଇ କଥା ପ୍ରଥମେ ନିଶ୍ଚିତ କରାଯାଏ। କିନ୍ତୁ ଆଜିର ଦିନରେ ପ୍ରେମ ବିବାହରେ ପ୍ରେମିକମାନେ ବୟସ ଦେଖୁ…

ସନ୍ଦେହ ନେଲା ସ୍ତ୍ରୀ ଜୀବନ, ପରକ୍ରୀୟା ପ୍ରୀତି ସନ୍ଦେହରେ ପଥର ଛେଚି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଆନ୍ଧ୍ରପ୍ରଦେଶ: ସାଧାରଣତଃ ସ୍ୱାମୀ ସ୍ତ୍ରୀ ସମ୍ପର୍କ ବିଶ୍ୱାସରେ ବନ୍ଧା ଥାଏ। ଟିକିଏ ଯଦି କାହା ମନରେ ଅନ୍ୟ ପ୍ରତି ଅବିଶ୍ୱାସ କିମ୍ବା ସନ୍ଦେହ ଆସେ ତେବେ ଅଶାନ୍ତି ଲାଗି ରହେବ। ଏମିତି ଏକ ଘଟଣା ଆନ୍ଧ୍ରପ୍ରଦେଶରେ…