ଶେଷ ଭିଡିଓରେ ମାଗିଲେ ନ୍ୟାୟ, କହିଲେ ସହିହେଉନି ଶଶୁର ଘର ନିର୍ଯାତନା, କାନ୍ଦି କାନ୍ଦି ଝୁଲି ପଡ଼ିଲେ ପୋଲିସ ବାବୁଙ୍କ ସ୍ତ୍ରୀ…
ଲକ୍ଷ୍ନୌ: ପୋଲିସ କନଷ୍ଟେବଳଙ୍କ ପତ୍ନୀ ସହିପାରିଲେନି ଶଶୁର ଘର ଲୋକଙ୍କ ନିର୍ଯାତନା। ନିର୍ଯାତନା ଏତେ ଅସହ୍ୟ ଥିଲା କି ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ମହିଳା ଜଣଙ୍କ ଏକ ଭିଡିଓ କରିଛନ୍ତି…