fbpx

ନ୍ୟାୟ ନପାଇ ଭୋ ଭୋ କାନ୍ଦିଲେ ତପସ୍ୱିନୀ, କହିଲେ ନଖାଇ ନପିଇ ବସି ରହିବି… ଦେଖନ୍ତୁ ଭିଡିଓ

ବହ୍ମପୁର: ଶାଶୁ ଘର ଆଗରେ ଧାରଣାରେ ବସିଥିବା ତପସ୍ୱିନୀ ଆଜି କୋର୍ଟରେ ହୋଇଥିଲେ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଉଭୟ ଶ୍ୱଶୁର ଘର ପକ୍ଷ ଏବଂ ତପସ୍ପିନୀ ହାଜର ହୋଇଥିଲେ । ତେବେ ଏହି ମାମଲାରେ ଏସଡିଜେଏମ କୋର୍ଟ ୨୯ ତାରିଖକୁ ଶୁଣାଣି ଘୁଞ୍ଚାଇଛନ୍ତି । ଏଥିସହି ୨୯ ତାରିଖ ଯାଏଁ ସଖୀ କେନ୍ଦ୍ରରେ ବୋହୂଙ୍କୁ ରଖାଯିବାକୁ ଦେେଇଛନ୍ତି କୋର୍ଟ ।

ତେବେ ସଖି କେନ୍ଦ୍ରରେ ରହିବାକୁ ମନା କରିଛନ୍ତି ତପସ୍ପିନୀ, ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଶାଶୁ ଘର ସାମ୍ନାରେ ବସି ରହିବି ବୋଲି କହିଛନ୍ତି ତପସ୍ୱିନୀ ।

Get real time updates directly on you device, subscribe now.