fbpx

ବାପା ହିସାବରେ ମୁଁ କେବଳ ପରାମର୍ଶ ଦେଇଛି: ଉଭୟଙ୍କ ଇଚ୍ଛାକୁ ମୁଁ ସମ୍ମାନ ଜଣାଏ; ଦେଖନ୍ତୁ କଣ କହିଲେ ସୁମିତଙ୍କ ବାପା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ବିବାହ ଓ ଛାଡପତ୍ର ମାମଲାକୁ ନେଇ ମୁହଁ ଖୋଲିଛନ୍ତି ସୁମିତଙ୍କ ବାପା । କୋର୍ଟ ବାହାରେ ବୟାନ ଦେବା ସହିତ ସେ ଉଭୟଙ୍କ ସମ୍ପର୍କକୁ ସମ୍ମାନ ଦିଅନ୍ତି ଏବଂ ଉଭୟଙ୍କ ଇଚ୍ଛାକୁ ମଧ୍ୟ ସମ୍ମାନ ଦେବେ ବୋଲି କହିଛନ୍ତି ପ୍ରମୋଦ ସାହୁ । ପିତା ହିସାବରେ ମୁଁ ଯାହାବି ପରାମର୍ଶ ଦେଇଛି ତାହା ମୋର ଅଧିକାର ପରିଧି ମଧ୍ୟରେ ରହିଛି ବୋଲି କହିଛନ୍ତି ପ୍ରମୋଦ ।

ସେହିପରି ଭାଇରାଲ ରେକର୍ଡିଂକୁ ନେଇ ମଧ୍ୟ ମତ ରଖିଥିଲେ ପ୍ରମୋଦ । ସୁମିତ ଏବଂ ତପସ୍ୱିନୀଙ୍କ ମଧ୍ୟରେ ଘଟୁଥିବା ଘଟଣା ଉଭୟଙ୍କ ବ୍ୟକ୍ତିଗତ ବ୍ୟାପାର ମୁଁ ସେଥିରେ ମୁଣ୍ଡ ଖେଳାଉନି ବୋଲି କହିଛନ୍ତି ପ୍ରମୋଦ । ଶୁଣନ୍ତୁ ସମ୍ପୂର୍ଣ୍ଣ ଅଡିଓ..

Get real time updates directly on you device, subscribe now.