fbpx
BJD SKY
BJD SKY

(Video) ଦିନରେ ସ୍ୱପ୍ନ ଦେଖୁଛି ବିଜେପି… ବିରୋଧୀକୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ

BJD

ଭୁବନେଶ୍ୱର: ନିର୍ବାଚନ ମାହୋଲରେ ବିଜେପିକୁ କଡ଼ା ଜବାବ ଦେଇଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବହୁତ ଦିନରୁ ବିଜେପି ଦିନରେ ସ୍ୱପ୍ନ ଦେଖୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ରାଲିରେ ଥିବା ବେଳେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଏଥର ବିଜେପି ଓଡ଼ିଶାରେ ସରକାର ଗଠନ କରିବ କହୁଛି । ଏହି କଥାରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ, ବହୁତ ଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଛି । ତେବେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.