fbpx

ଆରପାରିରେ ତପୁ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଓଡ଼ିଶାର ଅନ୍ୟତମ ଖ୍ୟାତାନାମା କଣ୍ଠଶିଳ୍ପୀ ତପୁ ମିଶ୍ର।

କରୋନା ସହ ଗତ ମେ ମାସରୁ ସଂଘର୍ଷ କରି କରି ଶନିବାର ରାତି ୧୧ଟା ୧୫ ବେଳକୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ। ତାଙ୍କ ବିୟୋଗରେ ସାରା ଓଡ଼ିଶାବାସୀଙ୍କ ସମେତ ସମଗ୍ର କଳା ଜଗତ ଓ ବିଭିନ ମହଲରେ ଶୋକ ଖେଳି ଗଲାଣି।

Get real time updates directly on you device, subscribe now.