fbpx

NCLATର ରାୟ ବିରୋଧରେ ସୁପ୍ରିମକୋଟଙ୍କ ଦ୍ୱାରସ୍ଥ ହେଲା ଟାଟା କମ୍ପାନି

ନୂଆଦିଲ୍ଲୀ, ୨ା୧: ସାଇରସ ମିନ୍ତ୍ରୀ ଟାଟା ଅଧ୍ୟକ୍ଷ ଭାବେ ପୁନଃ ଅବସ୍ଥାପିତ ହେବା ପାଇଁ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏନସିଏଲଏଟି (ଜାତୀୟ କମ୍ପାନି ଆଇନ ସମ୍ପର୍କିତ ସର୍ବୋଚ୍ଚ ଟ୍ରିବ୍ୟୁନାଲ) ର ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଟାଟା କମ୍ପାନି । ମିନ୍ତ୍ରୀଙ୍କ ପୁନଃ ଅବସ୍ଥାପନ ପାଇଁ ଡିସେମ୍ବର ୧୮ରେ ରାୟ ଆସିଥିଲା । ସେପଟେ ଏନ. ଚନ୍ଦ୍ରଶେଖରନଙ୍କ ନିଯୁକ୍ତିକୁ ବେଆଇନ ଦର୍ଶାଇଥିଲେ ଏନସିଏଲଏଟି । ଏହି ରାୟ ବିରୋଧରେ ଆବେଦନ ପାଇଁ ୪ ସପ୍ତାହ ସମୟ ଦିଆଯାଇଥିଲା ।

Get real time updates directly on you device, subscribe now.