fbpx

୧୨ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ

Advertisement

ଭୁବନେଶ୍ୱର, ୨୩ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି । ତେବେ ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସହ ଫୁଲବାଣୀ ସହର ରାଜ୍ୟର ସବୁଠାରୁ ଥଣ୍ଡା ସହରର ମାନ୍ୟତା ପାଇଛି ।

ଅନ୍ୟ ସହରମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ୫, ଅନୁଗୁଳ ୫.୬, କୋରାପୁଟ ୭, ସୁନ୍ଦରଗଡ଼ ୭, ଝାରସୁଗୁଡ଼ା ୭.୯, ଭବାନିପାଟଣା ୮, କେନ୍ଦୁଝର ୮.୮, ବୌଦ୍ଧ ୯, ବଲାଙ୍ଗିର ୯.୨, ସୋନପୁର ୯.୪, କଟକ ୧୧, ଭୁବନେଶ୍ୱର ୧୨.୪ ଡିଗ୍ରୀ ରହିଛି ।

Get real time updates directly on you device, subscribe now.