fbpx
BJD
BJD SKY
BJD SKY

ଅସମ୍ଭାଳ ତାତି: ୪୦ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା

BJD

ଭୁବନେଶ୍ବର(ଓଡିଶା ଭାସ୍କର) : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ୭ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼ । ଏହା ସହ ଭବାନୀପାଟଣା ଓ ସୋନପୁରରେ ୪୧ ଡିଗ୍ରୀ, ମାଲକାନଗିରିରେ ୪୦.୫ ଡିଗ୍ରୀ, ସମ୍ବଲପୁର ଓ ବଲାଙ୍ଗିରରେ ୪୦.୪ ଡିଗ୍ରୀ, ବୌଦ୍ଧରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

Get real time updates directly on you device, subscribe now.