fbpx

କାଳିଆ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଲେ କୃଷିମନ୍ତ୍ରୀ, କହିଲେ ‘ଅପେକ୍ଷା କରନ୍ତୁ’

Advertisement

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଲେ କୃଷିମନ୍ତ୍ରୀ । କହିଲେ କାଳିଆ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା । ଚାଲୁ ରହିବ କି ନାହିଁ ପ୍ରଶ୍ନର ଉତ୍ତର ରଖିଲେ କେ.ଭି ସିଂହଦେଓ । ଉତ୍ତରରେ କୃଷିମନ୍ତ୍ରୀ କହିଲେ ଅପେକ୍ଷା କରନ୍ତୁ । ପିଏମ କିଷାନ ଯୋଜନାରେ ଟଙ୍କା ପଠାଇଛି କେନ୍ଦ୍ର । ଚାଷୀଙ୍କ ଖାତାକୁ ଯାଇଛି ପିଏମ କିଷାନ କିସ୍ତି ଯୋଜନା ।

Get real time updates directly on you device, subscribe now.