fbpx

Breaking: ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

କେନ୍ଦ୍ରାପଡ଼ା: ଭିତରକନିକାରେ ଆଜି ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ଏହି ପକ୍ଷୀ ଗଣନା । ତେବେ ଏହି ପକ୍ଷୀ ଗଣନାରେ ୧୮ଟି ଟିମ୍ ସାମିଲ ହୋଇଥିବା ସୁଚନା ମିଳିଛି । ଏ ନେଇ ଆଜି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ବାହାରୁ ବିଭିନ୍ନ ବିଦେଶୀ ପକ୍ଷୀ ଚିଲିକା ଏବଂ ଭିତରକନିକାକୁ ଆସିଥାନ୍ତି । ତେବେ ଆଜି ସ୍ୱତନ୍ତ୍ର ଟିମ ଦ୍ୱାରା ଏହି ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.