fbpx
BJD SKY
BJD SKY

ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ବସ୍‌, ୩ ଆହତ

BJD

ଜଳେଶ୍ୱର: ବସ୍ତା ଥାନା ଏନଏଚ-୧୬ ବରୁଣଗଡ଼ିଆ ନିକଟରେ ବସ୍ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ବସଟି ଭୁବନେଶ୍ୱରରୁ ଦୀଘା ଯାଉଥିଲା, ଏଥିରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ । ୩ ଜଣ ଆହତଙ୍କୁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ବସଟି ଏହି ଟ୍ରକ୍ ଧକ୍କା ଦେଇଥିଲା । ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି ଏଥିରେ କୌଣସି ମୃତାହତ ହୋଇ ନାହିଁ ଏବଂ ଯାତ୍ରୀ ବର୍ତ୍ତି ଯାଇଛନ୍ତି ।

Get real time updates directly on you device, subscribe now.