fbpx

ବଢି ଚାଲିଛି ହାତୀ ମୃତ୍ୟୁ ମାମଲା: ବିଦ୍ୟୁତ ଆଘାତରେ ଗୁଣୁପୁରରେ ୪ଟି ହାତୀ ମୃତ

ଗୁଣପୁର: ଓଡ଼ିଶାରେ ବଢି ଚାଲିଛି ହାତୀ ମୃତ୍ୟୁ ମାମଲା। ନିୟମିତ ଭାବେ ରାଜ୍ୟର ବିଭିନ୍ନ ଅଂଚଳରୁ ହାତୀ ମୃତ୍ୟୁ ଖବର ଆସୁଛି। ଆଜି ଭୋରୁ ଭୋରୁ ରାୟଗଡ଼ା ଗୁଣୁପୁରରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ସୀମାନ୍ତ ଆନ୍ଧ୍ର ମାନ୍ୟମ ଜିଲ୍ଲାର କାଟ୍ରାଗଡ଼ା ଗାଁ ନିକଟ ଜମିରୁ ଠାବ ହୋଇଛନ୍ତି। ସମସ୍ତ ହାତୀଙ୍କ ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ୨ ହାତୀ ଆହତ ହୋଇ ପଡି ରହିଥିବା ମଧ୍ୟ କୁହାଯାଉଛି।

 

Get real time updates directly on you device, subscribe now.