fbpx

ପ୍ରକାଶ ପାଇଲା CBSE ବୋର୍ଡ ଦଶମ ଫଳାଫଳ

ଭୁବନେଶ୍ୱର: CBSE ବୋର୍ଡ ଦଶମ ଫଳାଫଳ ପ୍ରକାଶ କରିଛି। CBSE ଦଶମ ପରୀକ୍ଷା ଦେଇଥିବା ଛାତ୍ରମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.cbse.gov.in, cbseresults.nic.in, cbse.nic.in, digilocker.gov.in ରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଫଳାଫଳ ସହିତ ପାସ୍ ପ୍ରତିଶତ ମଧ୍ୟ ପ୍ରକାଶ ପାଇଛି। ପୂର୍ବରୁ ଆଜି ସକାଳ ୯ଟା ୩୦ରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଛାତ୍ରମାନେ ସେମାନଙ୍କର ସ୍କୁଲ୍ କୋଡ୍ ଏବଂ ରୋଲ୍ ନମ୍ବର ଦେଇ ଦଶମ ଫଳାଫଳ ଯାଞ୍ଚ କରିପାରିବେ।

CBSE 10th 2022 result

Get real time updates directly on you device, subscribe now.