fbpx
BJD SKY
BJD SKY

ପୁରୀରେ ପହଁଚିଲେ ଗୋଆ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କୁ ଦର୍ଶନ କରି ବ୍ୟକ୍ତ କଲେ ଖୁସି

BJD

ପୁରୀ: ଗୋଆ ମୁଖ୍ୟମନ୍ତ୍ରୀ ପୁରୀରେ ପହଁଚିଛନ୍ତି । ସେଠାରେ ସେ ମହପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୁରୀକୁ ସପରିବାର ସହ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦର୍ଶନ କରିବାକୁ ଆସିଛନ୍ତି । ଶ୍ରୀଜୀଉଙ୍କୁ ଦର୍ଶନ କରି ଖୁସି ଅଛନ୍ତି ବୋଲି କହିଲେ ସାୱନ୍ତ । ଏଥିସହ ଶ୍ରୀମନ୍ଦିର ବିକାଶ କାର୍ଯ୍ୟକୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.