fbpx

ଗୋଲ୍ ଗୋଲ୍ ଅକ୍ଷରରେ ଔଷଧ ଚିଠା ଲେଖିବେ ଡାକ୍ତର; ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏଣିକି ଡାକ୍ତରମାନେ ଔଷଧ ଚିଠାରେ ଗୋଲ୍ ଗୋଲ୍ ଲେଖିବେ । ଔଷଧ ଚିଠାରେ ଆଉ ଆଗ ଭଳି କଟାଛଟା ଆକ୍ଷରରେ ଲେଖିପାରିବେନି ଡାକ୍ତର । ସେଥିଲାଗି ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗୀୟର ନିର୍ଦ୍ଦେଶ ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ କଲା ସ୍ୱାସ୍ଥ୍ୟ ବିଭାଗ । ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଲେଖିବାକୁ ରହିଛି ନିର୍ଦ୍ଦେଶ । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ । ଯେପରି ସମସ୍ତେ ସହଜରେ ପଢିପାରିବେ ।

Get real time updates directly on you device, subscribe now.