fbpx

ରାଜ୍ଯରୁ ହଟିଲା ‘ଫାଇଭ-ଟି’ ବ୍ୟବସ୍ଥା; ସରକାରୀ କାର୍ଯ୍ୟାଳଯ ପରିସରରୁ ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: (ଓଡ଼ିଆସା ଭାସ୍କର) ରାଜ୍ଯରୁ ହଟିଲା ଫାଇଭ-ଟି ବ୍ୟବସ୍ଥା । ସରକାରୀ କାର୍ଯ୍ୟାଳଯ ପରିସରରୁ ‘ଫାଇଭ-ଟି’ ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ ହୋଇଛି
। ଏପରିକି ‘ମୋ-ସରକାର’ ବୋର୍ଡ ହଟାଇବାକୁ ମଧ୍ଯ ନିର୍ଦ୍ଦେଶ ହୋଇଛି । ଏନେଇ ନିର୍ଦ୍ଦେଶ ଦେଲା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସୋସିଆଲ ମିଡିଆ ଏକ୍ସ କେ ସୂଚନା ଦେଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ।

 

 

 

Get real time updates directly on you device, subscribe now.