fbpx

ଜୁନ ୧୫ ଯାଏଁ ବନ୍ଦ ରହିବ ଐତିହ୍ୟ ସ୍ଥଳୀ

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ସ୍ଥିତି ଏବେବି ସଙ୍ଗୀନ ରହିଛି । ବିଭିନ୍ନ ରାଜ୍ୟରେ ଲକଡାଉନ ଭଳି ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥିତିରେ ପୂର୍ବଭଳି ଜୁନ୍ ୧୫ ପର୍ଯ୍ୟନ୍ତ ଦେଶର ସବୁ ଜାତୀୟ ଐତିହ୍ୟ ସ୍ଥଳୀ ବନ୍ଦ ରହିବା ନେଇ ଭାରତୀୟ ପୂରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ନିର୍ଦ୍ଦେଶ ଦେଇଛି ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ ୧୫ ଯାଏଁ ଦେଶର ସବୁ ଜାତୀୟ ଐତିହ୍ୟ ସ୍ଥଳୀ ବନ୍ଦ ରଖିବାକୁ ନିଷ୍ପତ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ନେଇ ଏଏସଆଇ ପକ୍ଷରୁ ନିର୍ଦ୍ଦେଶ ।

Get real time updates directly on you device, subscribe now.