fbpx

ବଦଳିଲା ‘ମେକ୍‌ ଇନ୍‌ ଓଡ଼ିଶା’ ନାଁ; ଏଣିକି ‘ଉତ୍କର୍ଷ ଉତ୍କଳ’ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଲା ‘ମେକ୍‌ ଇନ୍‌ ଓଡ଼ିଶା’ ନାଁ । ମେକ୍‌ ଇନ୍‌ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ । ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ନେଇ ରଖାଯାଇଛି ଲକ୍ଷ୍ୟ । ୨୦୨୯ ସୁଦ୍ଧା ରାଜ୍ୟକୁ ଅଢ଼େଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ଯୋଜନା । ୨ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ବି ରଖାଯାଇଛି ଲକ୍ଷ୍ୟ ।

Get real time updates directly on you device, subscribe now.