fbpx

ବଦଳିବ ମେକ୍ ଇନ୍ ଓଡ଼ିଶା ନାଁ!; ଇସାରା ଦେଲେ ଶିଳ୍ପମନ୍ତ୍ରୀ

Advertisement

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ, ଏନେଇ ଶିଳ୍ପମନ୍ତ୍ରୀ ଇସାରା ଦେଇଛନ୍ତି । ମେକ୍ ଇନ୍ ଓଡ଼ିଶା ନାଁ ବଦଳରେ ଉତ୍କଳ ଇନଭେଷ୍ଟ ସମିଟ୍ । ଉତ୍କଳ ଇନଭେଷ୍ଟ ସମିଟ୍ ନାଁରେ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରହିଛି । ଅଢ଼େଇ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଣିବାକୁ ଯୋଜନା ଥିବା କହିଲେ ମନ୍ତ୍ରୀ ।

Get real time updates directly on you device, subscribe now.