ଅପେକ୍ଷାର ଅନ୍ତ ଘଟିଲା: ଇଡେନ ଗାର୍ଡେନ୍ସରେ ଆରମ୍ଭ ହେଲା ଆଇପିଏଲ ୨୦୨୫ର ଓପନିଂ ସେରିମନି

ଆରମ୍ଭ ହେଲା ଆଇପିଏଲ ୨୦୨୫ର ଓପନିଂ ସେରିମନି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ଓପନିଂ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ହେବ ।

ଦ୍ୱିତୀୟ ଥର ପାଇଁ ଆଇପିଏଲ ଇତିହାସରେ ଏହି ଦୁଇଟି ଟିମଙ୍କର ଓପନିଂ ମ୍ୟାଚରେ ଲଢେଇ ଚାଲିବ । ଓଭରଅଲ ଆଇପିଏଲରେ ୩୫ ଥର କେକେଆର ଏବଂ ମୁହାଁମୁହିଁ ହୋଇଛନ୍ତି ।

ଇଡେନ ଗାର୍ଡେନ୍ସରେ ଆଇପିଏଲ ୨୦୨୫ର ଓପନିଂ ସେରିମନିର ଆରମ୍ଭ ହୋଇସାରିଛି । କୋଲକାତା ନାଇଟ ରାଇଡର୍ସର କୋ-ଓନର ଶାହରୁଖ ଖାନ ଏହାର ଉଦଘାଟନ କରିଛନ୍ତି ।