fbpx

ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନିର୍ଦ୍ଦେଶ, ଜାଣନ୍ତୁ କ’ଣ ରହିଛି ନୂଆ ନିର୍ଦ୍ଦେଶନାମା

Advertisement

ଭୁବନେଶ୍ୱର: ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନିଷ୍ପତ୍ତି । ଏ ନେଇ ନୂଆ ନିର୍ଦ୍ଦେଶନାମା ଜାରି କଲେ ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର । ପୂର୍ବରୁ ଜୁନ୍ ୩୦ ଯାଏ ବାତିଲ ହୋଇଥିଲା ଛୁଟି । ହେଡ୍‌କ୍ୱାର୍ଟର ନ ଛାଡିବା ଲାଗି ଥିଲା ନିର୍ଦ୍ଦେଶ । ନୂଆ ନିର୍ଦ୍ଦେଶ ଅନୁଯାୟୀ ଏବେ ଛୁଟି ମିଳିବ କିନ୍ତୁ ଆବଶ୍ୟକ ସ୍ଥଳେ କାର୍ଯ୍ୟରେ ଯୋଗ ଦେବାକୁ ପଡିପାରେ । ଆବଶ୍ୟକ ବେଳେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ହେବ । ଜରୁରୀକାଳୀନ ସ୍ଥିତିରେ ମୋବାଇଲ୍ ଫୋନ୍‌ରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ।

Get real time updates directly on you device, subscribe now.