ମନ୍ଦିର ଭିତରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ଗାନ୍ଧିନଗର ନିକଟରେ ଏକ ଟ୍ୟାଙ୍କର ମନ୍ଦିରକୁ ମାଡ଼ିଯାଇଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ଟ୍ୟାଙ୍କର ମାଡ଼ିଯିବାରୁ ଶନି ମନ୍ଦିର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରିବା ପରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.