fbpx

Big Breaking: ହୁତୁ ହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ , କାରଣ ଅସ୍ପଷ୍ଟ

ଭୁବନେଶ୍ୱର:ଆଜି ଏକ ପିଆଜ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଛି । ବାରିପଦାରେ ଏହି ଅଘଟଣ ଘଟିଛି । ସେଠାରେ ଏକ ପିଆଜ ବୋଝେଇ ଟ୍ରକରେ ଅଚାନକ ନିଆଁ ଲାଗିଯାଇଥିଲା ।
ଏନଏଚ୍ ୪୯ ବାଙ୍ଗିରିପୋଷି ଘାଟୀରେ ହୁତୁହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ । ଏହି ଘଟଣାରେ ଟ୍ରକ ଡ୍ରାଇଭରଙ୍କ ପତ୍ତା ମିଳୁନାହିଁ । ଅନ୍ୟପକ୍ଷରେ ଅଗ୍ନିକାଣ୍ଡର କାରଣ ବି ଜଣା ପଡିନାହିଁ । ନିଆଁ ଲିଭା କାର୍ଯ୍ୟରେ ଏବେ ୨ଟି ଦମକାଳ ବାହିନୀ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.