fbpx
BJD SKY
BJD SKY

ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା; ପୂର୍ବତନ ପ୍ରେମିକ ସହ ମିଶି ପ୍ରେମିକା କରିଥିଲା ମାଷ୍ଟରପ୍ଲାନ୍

BJD

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ତ୍ରିକୋଣୀୟ ପ୍ରେମକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ । ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣି ମାରିଦେଲେ ପ୍ରେମିକା-ପ୍ରେମିକ । ଚିନ୍ତାମଣିଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ।

ଜଣେ ଯୁବତୀଙ୍କ ସହ କଥା ହେଉଥିବା ବେଳେ ଯୁବକଙ୍କୁ ହତ୍ୟା । ପୂର୍ବତନ ପ୍ରେମିକ ଆକ୍ରମଣ କରିଥିବା ସୂଚନା । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିବା ପରେ ପୋଲିସର ତନାଘନା ଜାରି । 

Get real time updates directly on you device, subscribe now.