ରାଜ୍ୟରେ ବଦଳିବ ମନ୍ତ୍ରୀମଣ୍ଡଳ! ମନମୋହନଙ୍କ ହଠାତ୍ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା…

ହେଲେ କିଛି ଘଣ୍ଟା ପରେ ପୁଣି ତାଙ୍କୁ ଡାକରା ଆସିଲା,

ଓଡ଼ିଶା ଭାସ୍କର: ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତକାଲି ସେ ନୂଆଦିଲ୍ଲୀରୁ ଫେରିଥିଲେ। ହେଲେ କିଛି ଘଣ୍ଟା ପରେ ପୁଣି ତାଙ୍କୁ ଡାକରା ଆସିଲା, ଯେଉଁଥିପାଇଁ ସେ ପୁଣି ଥରେ ବିଳମ୍ବିତ ରାତିରେ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀରେ ଶୀର୍ଷ ନେତୃତ୍ବକୁ ଭେଟି ଆଲୋଚନା କରିବାର ସମ୍ଭାବନା ରହିଛି।