fbpx

ଶସ୍ତା ପ୍ଲାନରେ ହାଇସ୍ପିଡ୍ ନେଟ୍; ଏହି କମ୍ପାନୀ ଦେଉଛି ଅଫର

ନୂଆଦିଲ୍ଲୀ:ଆମେ ପ୍ରତିମୁହୂର୍ତରେ ଇଣ୍ଟରନେଟ ସହ ଯୋଡିତ । ସବୁ କିଛି ହାତ ପହାନ୍ତା ରେ । ଇଣ୍ଟରନେଟ ପାଇଁ କିଏ କେତେ କମ ପ୍ଲାନ୍ ଦେଉଛି। ଆକର୍ଷଣିୟ ଅଫର ଯାହାକି ଗ୍ରାହକଙ୍କୁ ଆକୃଷ୍ଟ କରିବ । ଗ୍ରାହକ ମାନଙ୍କ ଚାହିଦାକୁ ଆଖିଅଗରେ ରଖି EXcitel ଆଣିଛି ଦୀପାବଳୀ ଅଫର । ଯାହାକୁ ଆପଣ ସସ୍ତା ପ୍ଲାନ ରେ ଭଲ ଲାଭ ଉଠେଇ ପାରିବେ । ଏ ହେଉଛି ଭାରତରେ ସବୁଠୁ ଦ୍ରୁତ ଇଣ୍ଟରନେଟ୍‌ ସର୍ଭିସ୍‌ ପ୍ରୋଭାଇଡର ମାନଙ୍କ ମଧ୍ୟରୁ ଗୋଟିଏ । କାରଣ ଋଙ୍ଘମସଗ୍ଧରକ୍ଷ ୨୦୦ ଟଙ୍କାରୁ କମ୍‌ ମାସିକ ଦରରେ ୨୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ର ବ୍ରୋଡବ୍ୟାଣ୍ଡ ପ୍ଲାନ୍‌ ଦେଉଛି । ସ୍ୱିଫ୍ଟ ଅନ୍‌ବୋର୍ଡିଂ ପ୍ଲାନ୍‌ ନାମରେ ଏହି ଅଫର୍ କୁ ନାମିତ କରୁଚି । ଯେଉଁଠି ସେ ଅଧିକ ରୁ ଅଧିକ ଗ୍ରାହକ ଯୋଡ଼ିବାକୁ ପ୍ରୟାସ ପ୍ରୟାସ କରୁଛି।

ଦୀପାବଳୀରେ ଏହି ହାଇ ସ୍ପିଡ୍‌ ବ୍ରଡବ୍ୟାଣ୍ଡ୍‌ ସର୍ଭିସ୍‌ର ଆନନ୍ଦ ନିଅନ୍ତୁ । ସୂଚନା ଯୋଗ୍ୟ ଯେ, EXcitel ଭାରତର ପ୍ରଥମ ଆଇଏସ୍‌ପି ହୋଇ ପାରିଛି , ଯିଏକି ୨୦୦ଟଙ୍କା ପ୍ରତି ମାସରେ ୨୦୦ଏମ୍‌ବିପିଏସ୍‌ ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌ ପ୍ରଦାନ କରିଛି । EXcitel ଗ୍ରାହକଙ୍କ ଠାରୁ ୫୦୦ଟଙ୍କାର ଏକ ସ୍ୱତନ୍ତ୍ର ଚାର୍ଜ ନେବ , ଯାହା ବଦଳରେ କମ୍ପାନୀ ୩ ମାସ ପାଇଁ ୨୦୦ ଏମ୍‌ବିପିଏସ୍‌ର ପ୍ଲାନ୍‌ ଦେବ । ଯାହାକୁ ଗ୍ରାହକଙ୍କୁ ୨୦୦ ଏମ୍‌ବିପିଏସ୍‌ ପ୍ଲାନ୍‌ ପାଇଁ ପ୍ରତି ମାସ କେବଳ ୧୬୬.୬୬ଟଙ୍କା ଦେବାକୁ ହେବ । ସ୍ୱିଫ୍ଟ ଅନ୍‌ବୋର୍ଡିଂ ପ୍ଲାନ୍‌ ଭାରତରେ କେବଳ ବାଙ୍ଗ।ଲୁରୁ, ଦିଲ୍ଲୀ ଓ ହାଇଦ୍ରାବାଦରେ ଉପଲବ୍ଧ ।

Get real time updates directly on you device, subscribe now.