fbpx

Video; ମହାନଦୀରେ ଏ କି ଦୃଶ୍ୟ, ଜାଲରେ ପଡ଼ିଲା ବୁଧିଆ ମାଛ, ଯାହାକୁ ଦେଖି ଚିତ୍କାର କଲେ ଲୋକେ…

ସମ୍ୱଲପୁର: (ଓଡ଼ିଶା ଭାସ୍କର) ମହାନଦୀରୁ ମିଲିଲା ୬୦ କେଜିର ମାଛ । ହୀରାକୁଦ ଡ୍ୟାମ ତଳେ ବା ବୁର୍ଲା ସାଇଫନରେ ମତ୍ସ୍ୟ ଜିବୀଙ୍କ ଜାଳରେ ବିରାଟ କାୟ ବୁଧିଆ ମାଛ ଲାଗିଛି । ଯାହାର ଓଜନ ୬୦ କେଜି ରହିଛି । ବଡ଼ ପାଟି କରି ସମସ୍ତଙ୍କୁ ପାଣି ଭିତରକୁ ଡାକିଲେ । ଜାଲକୁ ଧରି ଏକାକି ଉଠି ପାରିଲେନି ମତ୍ସ୍ୟଜୀବୀ । କାହିଁକି ନା ମାଛ ଧରୁଥିବା ବେଳେ ହଠାତ ଜାଲର ଏମିତି କଣ ପଡିଗଲା ଯେ ଯାହାର ଓଜନ ଏତେ ଅଧିକ ଥିଲା ଯେ ଏକାକି ଟେକି ପାରିଲେନି ମସ୍ତ୍ୟଜୀବୀ । ଜାଲକୁ ଓପରକୁ ଆଣିବାକୁ ନାକେଦମ୍ ହୋଇଗଲେ ।

ଏପଟେ ଜାଲ ଓପରକୁ ଆସିବା ଧିରେ ଧିରେ ଜାଲଟି ଚିରିବାକୁ ଲାଗିଲା ଯାହକୁ ଦେଖି ଥଳକୁଳ ପାଇଲେନି ମତ୍ସ୍ୟଜୀବୀ । ପାଟି ଶୁଣି ସମସ୍ତେ ଦୌଡି ଆସିଲେ । ବାପରେ କି ବିରାଟକାୟ ମାଛ ଯାହାକୁ ଦେଖି ମୁଣ୍ଡରେ ହାତ ଦେଲେ ମତ୍ସ୍ୟଜୀବୀ । ଏତେ ବଡ଼ ମାଛକୁ କେମିତି କୂଳକୁ ଆଣିବେନି ବୋଲି ମୁର୍‌ଡ଼ କାମ କଲାନି, ସେପଟେ ବିଶାଳକାୟ ମାଛର ସଜନ ସହି ନପାରି ଜାଲ ମଧ୍ୟ ଚିରିଗଲାଣି । ମହାନଦୀରୁ ୬୦ କେଜିର ମାଛ ମିଲିଲା । ହୀରାକୁଦ ଡ୍ୟାମ ତଳେ ବା ବୁର୍ଲା ସାଇଫନରେ ମତ୍ସ୍ୟଜିବୀଙ୍କ ଜାଳରେ ବିରାଟ କାୟ ବୁଧିଆ ମାଛ ଲାଗିଛି ।

ଯାହାର ଓଜନ ୬୦ କେଜି ରହିଛି । ମଙ୍ଗଳବାର ମତ୍ସ୍ୟଜିବୀ ମାନେ ବୁର୍ଲା ସାଇଫନରେ ମାଛ ଧରିବାକୁ ଯାଇଥିଲେ । ଜଳଭଣ୍ଡାରର ପ୍ରାୟ ଡାହାଣ ପାଶ୍ୱ ସ୍ଲିଲୱେର କିଛି ଦୁରରେ ଏହି ମାଛଟି ଜାଲରେ ଲାଗିଥିଲା । ଜଣେ ମତ୍ସ୍ୟ ଜିବି ଜାଳ ପକାଇ ଟାଣିବାରୁ ଅର୍ସମଥ ହୋଇଥିଲେ । ସାଥି ମତ୍ସ୍ୟ ଜିବିଙ୍କୁ ଡାକି ଜାଳ ଟାଣିବା ବେଳେ ଏହି ବିରାଟ କାୟ ବୁଧିଆ ମାଛ ଜାଳରେ ଲାଗିଥିବା ଦେଖିବାକୁ ପାଇଥିଲେ । ତେବେ ମାଛ ଟିକୁ ସହରର ଏକ ହୋଟେଲରେ ବିକ୍ରି କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.