Hanuman Jayanti 2025: ହନୁମାନଙ୍କ ଏହି ମନ୍ତ୍ର ଆପଣଙ୍କୁ କରିବ ଶକ୍ତିଶାଳୀ, ସବୁ ସଙ୍କଟରୁ ରକ୍ଷା କରିବେ ମହାବୀର

ଆଜି ହନୁମାନ ଜୟନ୍ତୀରେ ପାଠ କରନ୍ତୁ ହନୁମାନଙ୍କ ଏହି ମନ୍ତ୍ର, ସବୁ ସମସ୍ୟାରୁ ମିଳିବ ମୁକ୍ତି

ଓଡ଼ିଶା ଭାସ୍କର: ଆଜି ହନୁମାନ ଜୟନ୍ତୀ। ସାରା ଦେଶ ଉତ୍ସବ ମୁଖର। ତେବେ ଆଜିର ଦିନରେ ହନୁମାନଙ୍କ ବିଶେଷ କୃପା ପାଇବା ଲାଗି ଶୁଭ ବିବେଚନା କରାଯାଇଥାଏ।

ତେବେ ହନୁମାନଙ୍କ ଏକ ଶକ୍ତିଶାଳୀ ମନ୍ତ୍ର ରହିଛି। ଯଦି ଆପଣ ଏହାକୁ ପଢିବେ, ଆପଣଙ୍କୁ ହନୁମାନଙ୍କ ଆଶୀର୍ବାଦ ମିଳିବା ସହ ସବୁ ସଂକଟରୁ ଆପଣଙ୍କୁ ରକ୍ଷା କରିବେ ମହାବୀର।

ଓଁ
ଅଞ୍ଜନାଗର୍ଭସମ୍ଭୂତଂ ଅଗ୍ନିମିତ୍ରସ୍ୟ ପୁତ୍ରକମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧॥

ଆଦିତ୍ୟସଦୃଶଂ ବାଳଂ ଅରୁଣୋଦୟସମ୍ଭବମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୨॥

ଇଙ୍ଗିତଜ୍ଞସ୍ୟ ରାମସ୍ୟ ଦୂତକାର୍ଯ୍ୟପରାୟଣମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୩॥

ଈଶ୍ୱରସ୍ୟାଂଶସମ୍ଭୂତଂ ଈଷଣାରହିତଂ ହରିମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୪॥

ଉଦଧିକ୍ରମଣଂ ବୀରଂ ଉଦାରଚରିତଂ ବିଭୁମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୫॥

ଊରୁବେଗୋତ୍ଥିତା ବୃକ୍ଷା ମୁହୂର୍ତ୍ତଂ କପିମନ୍ୱୟୁଃ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୬॥

ଋକ୍ଶାଖାଧ୍ୟାୟିନଂ ଶାନ୍ତଂ ମୃଗ୍ୟମାଣପଦାର୍ଚ୍ଚିତମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୭॥

ୠକାରାଦ୍ୟକ୍ଷରୋତ୍ପତ୍ତି ଜ୍ଞାନପୂରିତମାନସମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୮॥

ଋଌ ଇତ୍ୟାଦିବର୍ଣ୍ଣାନାଂ ଉଚ୍ଚାରଣବିଧାୟକମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୯॥

ଏଧମାନଶରୀରଂ ତଂ ରାଜମାନମୁଖାକୃତିମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟିର୍ଥସିଦ୍ଧୟେ ॥ ୧୦॥

ଐକ୍ଷ୍ୱାକୁକୁଳବୀରସ୍ୟ ରାମସ୍ୟ ପ୍ରିୟପାତ୍ରକମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧୧॥

ଓଷଧାଦ୍ରିସମାନୀତଦିବ୍ୟୌଷଧିସମନ୍ୱିତମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧୨॥

ଔତ୍ସୁକ୍ୟମାତ୍ରକାଳେନ ଶତ୍ରୁକ୍ଷୟକରଂ ବିଭୁମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧୩॥

ଇତି ଶ୍ରୀହନୁମତ୍ ସ୍ଵରମାଳାସ୍ତୋତ୍ରଂ ସମ୍ପୂର୍ଣ୍ଣମ୍ ।