fbpx
BJD SKY
BJD SKY

ହାଇଦ୍ରାବାଦରୁ ଚିହ୍ନଟ ହେଲେ ୩ଟି ନୂତନ ଓମିକ୍ରନ୍ ଆକ୍ରାନ୍ତ, ୭ ବର୍ଷୀୟ ସଂକ୍ରମିତ ମଧ୍ୟ ରହିଛନ୍ତି ସାମିଲ

BJD

ହାଇଦ୍ରାବାଦ୍: ଦେଶରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି । ପୁଣିଥରେ ୩ଟି ନୂତନ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩ଟି ମାମଲା ହାଇଦ୍ରାବାଦ୍ ରୁ ଚିହ୍ନଟ ହୋଇଛନ୍ତି । ତେବେ ଏହି ୩ଜଣଙ୍କ ମଧ୍ୟରେ ଜଣେ ୭ ବର୍ଷୀୟ ସଂକ୍ରମିତ ସାମିଲ ରହିଛନ୍ତି । ଅନ୍ୟ ଦୁଇ ଜଣ ଯଥାକ୍ରମେ କେନିୟା ଓ ସୋମାଲିୟାରୁ ହାଇଦ୍ରାବାଦ୍ ରୁ ଫେରିଥିଲେ । ତେବେ ଉକ୍ତ ୭ ବର୍ଷିୟ ସଂକ୍ରମିତ କୋଲକାତାକୁ ହାଇଦ୍ରାବାଦରୁ ଆସିଥିଲେ ।

Get real time updates directly on you device, subscribe now.