fbpx

Breaking News; ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରାକ୍ଟର: ଘଟଣାସ୍ଥଳରେ ୧୦ ଜଣ…

ଲକ୍ଷ୍ମୀପୁର: ନାରାୟଣପାଟଣା ଥାନା ପଣ୍ଡାବର୍ଗ ଘାଟିରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଘାଟି ଦେଇ ଯାଉଥିବା ଏକ କାଠ ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟିଛି ଏଭଳି ଏକ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୧୦ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଯାଇଛି । ତେବେ ବର୍ତ୍ତମାନ ସେମାନଙ୍କ ପରିସ୍ଥିତିକୁ ନେଇ କୌଣସି ଅପଡେଟ ମିଳି ପାରିନାହିଁ ।

Get real time updates directly on you device, subscribe now.