ଭୁବନେଶ୍ୱରରୁ ଆଜି ୯ କରୋନା ଆକ୍ରାନ୍ତ ଚିହ୍ନଟ

COVID-19 Updates
  • World 144,249,028
    World
    Confirmed: 144,249,028
    Active: 18,475,543
    Recovered: 122,707,510
    Death: 3,065,975
  • USA 32,568,180
    USA
    Confirmed: 32,568,180
    Active: 6,856,872
    Recovered: 25,128,415
    Death: 582,893
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ଭୁବନେଶ୍ୱର, ୧୮ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ଼ ହସ୍ପିଟାଲର ୩ଜଣ କର୍ମଚାରୀ । କୋଭିଡ଼ ହସ୍ପିଟାଲରେ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରୁ ୩୬, ୩୭ ବର୍ଷର ୨ଜଣ ପୁରୁଷ ଓ ୩୦ବର୍ଷିୟ ଜଣେ ମହିଳା ରହିଛନ୍ତି । ୪ଜଣ ଆକ୍ରାନ୍ତ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ହୋମ କ୍ୱାରେଣ୍ଟିନର ୪ଜଣଙ୍କ ମଧ୍ୟରୁ ବିଡ଼ିଏ କଲୋନିରୁ ବିହାର ଫେରନ୍ତା ଜଣେ ୨୯ ବର୍ଷିୟ ମହିଳା ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ଜଣ ଦିଲ୍ଲୀ ଫେରନ୍ତା ଜଣେ ଭୀମପୁର ୪୬ବର୍ଷୀୟ ଯୁବକ, ୟୁନିଟ୍-୬ ଭୀମପୁରର କୋଲକାତା ଫେରନ୍ତା ୨୩ ବର୍ଷୀୟ ଯୁବତୀ, ସାଲିଆସାହି ଅଞ୍ଚଳର ଦିଲ୍ଲୀ ଫେରନ୍ତା ୧୯ବର୍ଷିୟ ଯୁବକ । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ଆକ୍ରାନ୍ତ ଗଡ଼କଣା ମହିମାନଗରର ଜଣେ ୫୩ବର୍ଷିୟ ବ୍ୟକ୍ତି ଓ ଅନ୍ୟ ଜଣେ ୧୪ବର୍ଷର ବାଳକ ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.

Comments are closed.