-
World 144,249,028
WorldConfirmed: 144,249,028Active: 18,475,543Recovered: 122,707,510Death: 3,065,975 -
USA 32,568,180
USAConfirmed: 32,568,180Active: 6,856,872Recovered: 25,128,415Death: 582,893 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ଭୁବନେଶ୍ୱର, ୧୮ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ଼ ହସ୍ପିଟାଲର ୩ଜଣ କର୍ମଚାରୀ । କୋଭିଡ଼ ହସ୍ପିଟାଲରେ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରୁ ୩୬, ୩୭ ବର୍ଷର ୨ଜଣ ପୁରୁଷ ଓ ୩୦ବର୍ଷିୟ ଜଣେ ମହିଳା ରହିଛନ୍ତି । ୪ଜଣ ଆକ୍ରାନ୍ତ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ହୋମ କ୍ୱାରେଣ୍ଟିନର ୪ଜଣଙ୍କ ମଧ୍ୟରୁ ବିଡ଼ିଏ କଲୋନିରୁ ବିହାର ଫେରନ୍ତା ଜଣେ ୨୯ ବର୍ଷିୟ ମହିଳା ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ଜଣ ଦିଲ୍ଲୀ ଫେରନ୍ତା ଜଣେ ଭୀମପୁର ୪୬ବର୍ଷୀୟ ଯୁବକ, ୟୁନିଟ୍-୬ ଭୀମପୁରର କୋଲକାତା ଫେରନ୍ତା ୨୩ ବର୍ଷୀୟ ଯୁବତୀ, ସାଲିଆସାହି ଅଞ୍ଚଳର ଦିଲ୍ଲୀ ଫେରନ୍ତା ୧୯ବର୍ଷିୟ ଯୁବକ । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ଆକ୍ରାନ୍ତ ଗଡ଼କଣା ମହିମାନଗରର ଜଣେ ୫୩ବର୍ଷିୟ ବ୍ୟକ୍ତି ଓ ଅନ୍ୟ ଜଣେ ୧୪ବର୍ଷର ବାଳକ ହୋଇଥିବା ସୂଚନା ରହିଛି ।
Comments are closed.