fbpx

ଆଜି ନିର୍ଣ୍ଣାୟକ ଦିନିକିଆ: ବିଜୟ ଲକ୍ଷ୍ୟରେ ଉଭୟ ଦଳ

ନୂଆଦିଲ୍ଲୀ, ୨୮ା୩: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୧-୧ରେ ବରାବର ସ୍ଥିତିରେ ରହିଛି । ଟେଷ୍ଟ ଓ ଟି-୨୦ ପରେ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ତେବେ ସିରିଜ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ ଉଭୟ ଭାରତ ଓ ଇଂଲଣ୍ଡ ଦଳ । ଆଜି ଶେଷ ଦିନିକିଆ ମ୍ୟାଚ ମହାରାଷ୍ଟ୍ରର ପୁଣେରେ ଖେଳାଯିବ ।

Get real time updates directly on you device, subscribe now.