fbpx

ଆଜି ହୀରାକୁଦ ଛାଡିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର, ୨୫/୬(ଓଡିଶା ଭାସ୍କର) : ଆଜି ହୀରାକୁଦ ଛାଡିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୧୦ଟା ପରେ ଯେକୌଣସି ସମୟରେ ଛଡାଯିବ ବନ୍ୟାଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୧୭.୯୫ ଫୁଟ୍ ରହିଛି। 

ପ୍ରତି ସେକେଣ୍ଡରେ  ୮୨ ହଜାର ୪୩୪ କିୟୁସେକେ ଜଳ ପ୍ରବେଶ କରୁଛି। ତଳିଆ ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଏନେଇ ସତର୍କ କରାଯାଉଛି।

 

Get real time updates directly on you device, subscribe now.