ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ମଧ୍ୟରେ ରହୁଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୭୩୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୯ ଜଣ, ପୁରୀରୁ ୩ ଜଣ, କୋରାପୁଟ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ, ଜଗତସିଂହପୁର, ଗଞ୍ଜାମ, ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
3.A 52 years old Male of Bhubaneswar who was also suffering from Diabetes Mellitus, Hypertension, Hemorrhagic Stroke.
4.A 68 years old Male of Bhubaneswar who was also suffering from Decompensated Chronic Liver Disease.
— H & FW Dept Odisha (@HFWOdisha) February 6, 2022
7.A 77 years old Male of Bolangir District who was also suffering from HIV Positiev, Chronic Kidney Disease.
8.A 43 years old Female of Ganjam District who was also suffering from Adult acute myeloid leukemia on Chemotherapy, Hyperleukocytosis with Leukostasis.
— H & FW Dept Odisha (@HFWOdisha) February 6, 2022
10.A 71 years old Male of Kalahandi District who was also suffering from Old Cerebro Vascular Accident, Chronic Kidney Disease, Hypertension.
— H & FW Dept Odisha (@HFWOdisha) February 6, 2022
13.A 51 years old Female of Khordha District who was also suffering from Chronic Kidney Disease, Ulcerative Colitis, Diabetes Mellitus, Hypertension, Hypothyroidism.
14.A 45 years old Male of Khordha District who was also suffering from Chronic Kidney Disease.
— H & FW Dept Odisha (@HFWOdisha) February 6, 2022
17.A 1 years old Male Child of Koraput District who was also suffering from Diabetes Mellitus & Acute Kidney Infection.
18.A 35 years old Female of Koraput District.
19.A 44 years old Male of Nayagarh District who was also suffering from Hypertension.
— H & FW Dept Odisha (@HFWOdisha) February 6, 2022
22.A 72 years old Male of Puri District who was also suffering from old Fracture Neck Of Femur (Right), Parkinson's Disease.
23.A 76 years old Male of Puri District who was also suffering from Parkinson's disease.
— H & FW Dept Odisha (@HFWOdisha) February 6, 2022