fbpx

ଦେଶରେ ଟପ ୧୦୦ରେ ଓଡ଼ିଶାର ୪ ୟୁନିଭର୍ସିଟି

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ଭାରତର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନରେ ଓଡ଼ିଶାର ୪ଟି ୟୁନିଭର୍ସିଟି ରହିଛି । ୩୨ତମ ସ୍ଥାନରେ ଏନଆଇଟି ରାଉରକେଲା, ୩୮ତମ ସ୍ଥାନରେ ସୋଆ ରହିଛି । ସେହିପରି ୪୪ତମ ସ୍ଥାନରେ କିଟ୍, ୫୬ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର ରହିଛି । ୯୩ତମ ସ୍ଥାନରେ ସି.ଭି.ରମଣ କଲେଜ, ୧୧୯ରେ ଭିସୁଟ, ୧୭୯ତମ ସ୍ଥାନରେ ଏସଆଇଟି ଭୁବନେଶ୍ୱର ରହିଛି । ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ପ୍ରକାଶ କରିଛି ଏଚଆରଡ଼ି ମନ୍ତ୍ରାଣାଳୟ ।

Get real time updates directly on you device, subscribe now.