fbpx
BJD
BJD SKY
BJD SKY

ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଧକ୍କାରେ ଟ୍ରକ୍ ଚୂରମାର୍: ଚାଲିଗଲା ୪୬ ଲୋକଙ୍କ ଜୀବନ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆମେରିକାରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ରେଳ ଦୁର୍ଘଟଣା ହୋଇଛି । ଟ୍ରେନ ଦୁର୍ଘଟଣାରେ ୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖୃା ବଢ଼ିବାର ଆଶଙ୍କା ରହିଛି । ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ଟ୍ରେନ୍ ଫାଟକରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା, ଯାହାଫଳରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଏହି ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରମାନଙ୍କୁ ମେଡିକାଲ ପଠାଇଛି ଓ ମାମଲା ଯାଞ୍ଚ କରୁଛି ।

train truck accident in missouri usa los angeles chicago | Train-Truck  Accident in USA: तेज रफ्तार पैसेंजर ट्रेन के टकराने से ट्रक के उड़ गए  परखच्चे, 46 लोगों की मौत | Hindi

ପୋଲିସର କହିବା ମୁତାବକ, ସୋମବାର ରାତିରେ ଏକ ଯାତ୍ରୀବାହୀ ଟ୍ରେନ ଆମେରିକାର ଲୋସ୍ ଆଞ୍ଜେଲନ୍ସ ସହରରୁ ଚିକାଗୋ ଯାଉଥିଲା । ସେତିକି ବେଳେ missouri ଅଞ୍ଚଳରେ ରେଲୱେ ଫାଟକରେ ଖରାପ ହୋଇ ଅଟକିଥିବା ଟ୍ରକ ସହ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରେ ଥିଲା ଯେ, ଟ୍ରକଟି ଚୂରମାରତ ହୋଇଥିଲା । ଏହା ସହ ଟ୍ରେନଟି ମଧ୍ୟ ରେଳ ଧାରଣାରୁ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣା ପରେ ଗୁରୁତରମାନଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ୬ଟି ହେଲିକପ୍ଟରକୁ ନିୟୋଜିତ କରାଯାଇଥିଲା ।

Amtrak Train Hits Truck in Missouri, Killing 3 and Injuring Dozens - The  New York Times

3 killed, dozens hurt in Amtrak train crash in Missouri

 

Amtrak derailment: 3 killed after train traveling from LA hits dump trucks,  derails in Missouri - ABC7 Los Angeles

Get real time updates directly on you device, subscribe now.