fbpx
BJD SKY
BJD SKY

ବଡ଼ ଖବର; IPS ସ୍ତରରେ ଅଦଳବଦଳ: ପରିବର୍ତ୍ତନ କଲେ ରାଜ୍ୟ ସରକାର

BJD

ଭୁବନେଶ୍ୱର: ଆଇପିଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପକ କୁମାର ପୂର୍ବାଞ୍ଚଳ ଆଇଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ସତ୍ୟବ୍ରତ ଭୋଇଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ପଦବୀ ପ୍ରଦାନ କରାଯାଇଛି । ଏହାବ୍ୟତୀତ ବି. ଯୁଗଳ କେଶରୀ ଖୋର୍ଦ୍ଧାର ଏସପି ଏବଂ ସିଦ୍ଧାର୍ଥ କାଟାରିଆ କେନ୍ଦ୍ରାପଡ଼ା ଏସପି ଭାବରେ ନିଯୁକ୍ତି ପାଇଛନ୍ତି ।

Get real time updates directly on you device, subscribe now.