fbpx

ଏହି ୨ଟି ରାଶି ପାଇଁ ମଙ୍ଗଳବାର ହେବ କଷ୍ଟଦାୟକ, ହୋଇଯାଆନ୍ତୁ ସାବଧାନ୍

ମଙ୍ଗଳବାର ଦିନ କର୍କଟ, କନ୍ୟା ଓ ବିଛା ରାଶି ସମେତ ଅନ୍ୟ ରାଶିର ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଏହି ଦିନ ଆପଣଙ୍କୁ ନିଜ ପରିଶ୍ରମର ଫଳ ମିଳିବ । କିନ୍ତୁ ବୃଷ ସମେତ ଦୁଇଟି ରାଶିର ଲୋକେ ସାବଧାନ୍ ରହିବା ଆବଶ୍ୟକ । ତେବେ ଆସନ୍ତୁ ସେହି ୨ଟି ରାଶି ବିଷୟରେ…

ମେଷ: ପରିବାର ସହିତ ଭଲ ସମୟ ଅତିବାହିତ ହେବ । ଆପଣଙ୍କ କାମ ମଧ୍ୟ ଉତ୍ତମ ହେବ । ଧନଲାଭ ହେବ, କିନ୍ତୁ ଅଚାନକ୍ ସବୁ ଖର୍ଚ୍ଚ ମଧ୍ୟ ହୋଇଯିବ । ଧନ ସଞ୍ଚୟ ପାଇଁ ଦିନଯି ଜମା ଭଲ ନୁହେଁ । ଦିନ ସରିବା ବେଳକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ ।

ବୃଷ: ଆପଣଙ୍କ ଦିନର ଆରମ୍ଭ ଭଲ ହେବ । ପିତାମାତାଙ୍କ ସ୍ନେହ ପାଇବେ । ସନ୍ତାନ ସୁଖ ଭଳ ମିଳିବ । କାର୍ଯ୍ୟରେ ଧନ ଲାଭ ହେବ । ପୁରା ଦିନ ହସି-ଖେଳି ବିତାଇବେ । କେବଳ ନିଜ କଥାରେ ସଞ୍ଜମତା ରକ୍ଷା କରିବେ ଗାଡି ଚଳାଇବା ସମୟରେ ସତର୍କ ରହିବେ ।

ଏହା ବ୍ୟତିତ ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଓ ମୀନ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ । ଧନ ଲାଭ ସହ କର୍ମକ୍ଷେତ୍ରରେ ଉନ୍ନତି ହେବ ।

Get real time updates directly on you device, subscribe now.