fbpx

କୁଳଭୂଷଣଙ୍କୁ ଭେଟିଲେ ଭାରତୀୟ ଦୂତାବାସର ୨ ଅଧିକାରୀ

ନୂଆଦିଲ୍ଲୀ, ୧୬ା୭: ପାକିସ୍ତାନରେ କୂଳଭୂଷଣ ଯାଦବଙ୍କୁ ଭେଟିବାକୁ କୂଟନୈତିକ ଅନୁମତି ମିଳିଛି । କୂଟନୈତିକ ଅନୁମତି ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ ଦୂତାବାସର ଦୁଇ ଅଧିକାରୀ । ପାକିସ୍ତାନର ଆମନ୍ତ୍ରଣରେ ଅପରାହ୍ନ ୩ଟାରେ ଦୁଇ ଅଧିକାରୀ ତାଙ୍କୁ ଭେଟିଥିବା ନେଇ ସୂଚନା ରହିଛି । ଭାରତକୁ ଏହାକୁ ମିଶାଇ ଦୁଇ ଥର କୂଟନୈତିକ ଅନୁମତି ମିଳିଛି । ଗୁପ୍ତଚର ଅଭିଯୋଗରେ ଭାରତୀୟ ନାଗରିକ କୁଳଭୂଷଣ ପାକିସ୍ତାନ ଜେଲରେ ଅଛନ୍ତି ।

Get real time updates directly on you device, subscribe now.