ପାଣିରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କର ଜୀବନ

0
COVID-19 Updates
  • World 65,455,620
    World
    Confirmed: 65,455,620
    Active: 18,630,329
    Recovered: 45,315,117
    Death: 1,510,174
  • USA 14,486,355
    USA
    Confirmed: 14,486,355
    Active: 5,668,749
    Recovered: 8,535,432
    Death: 282,174
  • India 9,564,565
    India
    Confirmed: 9,564,565
    Active: 417,216
    Recovered: 9,008,247
    Death: 139,102
  • Brazil 6,487,084
    Brazil
    Confirmed: 6,487,084
    Active: 586,804
    Recovered: 5,725,010
    Death: 175,270
  • Russia 2,375,546
    Russia
    Confirmed: 2,375,546
    Active: 474,088
    Recovered: 1,859,851
    Death: 41,607
  • UK 1,674,134
    UK
    Confirmed: 1,674,134
    Active: 1,614,021
    Recovered: N/A
    Death: 60,113
  • Italy 1,664,829
    Italy
    Confirmed: 1,664,829
    Active: 759,982
    Recovered: 846,809
    Death: 58,038
  • Germany 1,128,730
    Germany
    Confirmed: 1,128,730
    Active: 310,470
    Recovered: 800,000
    Death: 18,260
  • Turkey 733,261
    Turkey
    Confirmed: 733,261
    Active: 300,614
    Recovered: 418,331
    Death: 14,316
  • Pakistan 406,810
    Pakistan
    Confirmed: 406,810
    Active: 51,654
    Recovered: 346,951
    Death: 8,205
  • China 86,567
    China
    Confirmed: 86,567
    Active: 266
    Recovered: 81,667
    Death: 4,634

ମାଲକାନଗିରି  , ୨୨ ।୧୧(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡା ପଚାୟତରେ ମୁକାନପାଲ୍ଲୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣା ଏହି ଗ୍ରାମରେ ଦୁଇଜଣ ଭଉଣୀ ପାଣିରେ ବୁଡିଯିବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମୃତ ଦୁଇ ଶିଶୁ ମାନଙ୍କର ମଧ୍ୟରୁ ଜଣଙ୍କର ବୟଷ ୩ ବର୍ଷ ହୋଇଥିବା ବେଳେ ଅନ୍ୟଜଣକର ୬ ବର୍ଷ ବୋଲି ସୂଚନା ମିଳିଛି ଘଟଣା ପରେ ଉକ୍ତ ମୁକାନପାଲ୍ଲୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଖବର ପାଇ ମୋଟୁ ଥାନା ଅଧୀକାରୀ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ ଆରମ୍ଭ କରିବା ସହ ଦୁଇ ଶିଶୁର ଶବକୁ ଜବଦ କରି ତଦନ୍ତ ଆରମ୍ଭ କରିଛନ୍ତି l ସୁଚନା ଦେବାରୁ ଜଣାପଡିଛି ଯେ ମୁକାନପାଲ୍ଲୀ ଗ୍ରାମର ଉପେଲ ଗଙ୍ଗା ଙ୍କ ସ୍ତ୍ରୀ ଘରଠାରୁ ୫ ଶହ ମିଟର ଦୁରରେ ଥିବା ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସାଙ୍ଗରେ ଏହି ଦୁଇ ଭଉଣୀ ଯାଇଥିଲେ l ମା ଜଣଙ୍କ ବିଲରେ ଧାନକାଟୁଥିବା ସମୟରେ ଏହି ଦୁଇ ଭଉଣୀ ପାଖରେ ଥିବା ଏକ ଗାଡିଆ ବା ଚୁଆ ନିକଟରେ ବସିଥିଲେ । ଏହିସମୟରେ ସାନ ଝିଅଟି ଖେଳୁଖେଳୁ ଚୁଆ ପାଣିଭିତରେ ପଡିଯାଇଥିଲା ଭଉଣୀ ପାଣିରେ ବୁଡିଯାଇଥିବା ଦେଖି ବଡ ଭଉଣୀ ତାକୁ ରକ୍ଷାକରିବାପାଇଁ ପାଣିକୁ ଯାଇଥିଲା । ତେବେ ଉକ୍ତ ଗାଡିଆରେ ପାଣି ଅଧିକ ଥିବାରୁ ଦୁଇ ଭଉଣୀ ବୁଡିଯାଇ ମୃତ୍ୟୁ ହୋଇଯାଇଛି କିଛି ସମୟ ପରେ ମା ଆସି ଖୋଜାଖୋଜି କରିବା ପରେ ପାଣି ଭିତରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳକୁ ଦୁଇ ଭଉଣୀର ପ୍ରାଣବାୟୁ ଉଡିଯାଇଥିଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶିଶୁମାନଙ୍କର ଶବ ବେବଛେଦ ନିମନ୍ତେ କାଲିମେଳା ମେଡିକାଲକୁ ପଠାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.