fbpx

କାନ୍ଥରେ ଲାଗିଥିଲା ମହିଳାଙ୍କ ପୋଷ୍ଟର, ଏମିତି କଲେ ବୃଦ୍ଧ: ଦେଖନ୍ତୁ ଭାଇରାଲ ଭିଡିଓ…

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ କ’ଣ ଭାଇରାଲ ହୋଇଯିବ କହି ହେବନାହିଁ । ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୁଢ଼ା ଚାଚା ଏଭଳି ହରକତ କରୁଛନ୍ତି ଯାହାକୁ ଦେଖି ଲୋକେ ହସିବାକୁ ବାଧ୍ୟ ହୋଇଛନ୍ତି । ଆଉ ଏହି ସବୁ କାରନାମା ସେ ରାତିର ଅନ୍ଧକାରରେ କରୁଛନ୍ତି ।

ପ୍ରକୃତରେ ଯେତେବେଳେ ଚାଚା ଏକ ଗଳିରେ ଯାଉଥିଲେ ସେତେବେଳେ ସେଠାରେ ଥିବା ଏକ ବିଉଟି ପାର୍ଲର ବାହାରେ ଲାଗିଥିବା ତିନି ମହିଳାଙ୍କ ଫଟୋ ଦେଖିଥିଲେ ଏବଂ ଏଠାରେ ସେ କରିଥିଲେ ଏକ ମଜାଦାର ଘଟଣା । ଚାଚା ପ୍ରଥମେ ସେଠାରୁ ପଳାଇଯାଇଥିଲେ କିନ୍ତୁ ପୁଣି ଥରେ ପଛକୁ ଫେରିଆସି ଏପାଖ ସେପାଖ ଦେଖି ସେହି ତିନି ମହିଳାଙ୍କ ଫଟୋକୁ କିସ୍ କରିବାକୁ ଲାଗିଥିଲେ । ଆଉ ତାଙ୍କର ଏହି ସବୁ ହରକତ ରେକର୍ଡ ହୋଇଥିଲା ସିସିଟିଭିରେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 

Get real time updates directly on you device, subscribe now.